ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଊର୍ଦ୍ଧ୍ୱପାତନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଊର୍ଦ୍ଧ୍ୱପାତନ   ବିଶେଷ୍ୟ

ଅର୍ଥ : ଦ୍ରବଣର ମିଶ୍ରଣକୁ ଗରମକରି ସେଥିରୁ ମିଳୁଥିବା ବାଷ୍ପକୁ ଥଣ୍ଡାକରି ତାର ଉପାଦାନଗୁଡ଼ିକ ଅଲଗା କରିବା ପ୍ରକ୍ରିୟା

ଉଦାହରଣ : ଊର୍ଦ୍ଧ୍ୱପାତନଦ୍ୱାରା ମଦ ବି ପ୍ରସ୍ତୁତ କରାଯାଏ

द्रवों के मिश्रण को गरम करके उससे मिलने वाली भाप को ठंडा करके उसके घटकों को अलग करने की क्रिया।

ऊर्ध्वपातन द्वारा शराब भी बनाई जाती है।
ऊर्ध्व-पातन, ऊर्ध्वपातन

(chemistry) a change directly from the solid to the gaseous state without becoming liquid.

sublimation